ବନ୍ଦେ ଉତ୍କଳ ଜନନୀ

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିରଚିତ ‘ବନ୍ଦେ ଉତ୍କଳ ଜନନୀ’ର ପ୍ରଥମ ଗ୍ରାମଫୋନ ରେକର୍ଡ ୧୯୩୨ ମସିହାରେ ହିଜ୍‌ ମାଷ୍ଟର୍ସ ଭଏସ୍‌ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିଲା। ଏହାର ଗାୟକ ଓ ସଙ୍ଗୀତକାର ଥିଲେ ଶ୍ରୀଯୁକ୍ତ ଗୋକୁଳ ମହାନ୍ତି।